ହରିଶଙ୍କରରେ ଥିବା ଝରଣା ଉପରୁ ବର୍ଷା ପାଣି ମାଡିଆସିବାରୁ ସେଠାରେ ଥିବା ଚଲାପଥ ପୋଲ ଉପରେ ପାଣି ମାଡ଼ି ଯିବା ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ମନ୍ଦିର ନିକଟରେ ପାଣି ପସିଯାଇଛି
#Bolangir #Harishankar #Heavyrain #Odisha #ArgusNews